ପ୍ରୋଫାଇଲ ବିବରଣୀ ଦକ୍ଷତାରେ ଓଡ଼ିଶା, ବିଶ୍ବରେ ସର୍ବୋତ୍ତମ

ITI, Boudh


ଆମ ସଂପର୍କରେ

କେବେ ପ୍ରତିଷ୍ଠା ହେଲା
1994
ଅଧ୍ୟକ୍ଷ
ଇଂ. ସତ୍ୟଶଙ୍କର ରାଜ

ଆଇଟିଆଇ, ବୌଦ୍ଧ

  • ପ୍ରତିଷ୍ଠାନ ପ୍ରକାର ସରକାରୀ
  • ଜିଲ୍ଲା ବୌଦ୍ଧ

ଯୁବ ଗୋଷ୍ଠୀଙ୍କୁ ଦକ୍ଷତା ତାଲିମ ଦେଇ ନିଯୁକ୍ତି ଓ ଆତ୍ମନିଯୁକ୍ତି କ୍ଷେତ୍ରରେ ସ୍ବାବଲମ୍ବୀ କରିବା ପାଇଁ ୧୯୯୪ ମସିହାରେ ବୌଦ୍ଧରେ ସରକାରୀ ଆଇଟିଆଇ ପ୍ରତିଷ୍ଠା କରାଯାଇଥିଲା। ବିଶ୍ବଶ୍ରେଣୀୟ ବୈଷୟିକ ତାଲିମ ପ୍ରଦାନର ବ୍ୟବସ୍ଥା ଏଠାରେ ରହିଛି। ତାଲିମ ପାଇଥିବା ଅନେକ ଯୁବକ ଯୁବତୀଙ୍କ ଜୀବନ ଧାରଣମାନରେ ଅନେକ ପରିବର୍ତ୍ତନ ଅାସିଥିବାର ଦେଖାଯାଇଛି।

ଯୋଗାଯୋଗ ନମ୍ବର ଅାପଣଙ୍କୁ ଆମ ପାଖରେ ପାଇ ଖୁସି.

 ଫୋନ୍/ମୋବାଇଲ୍ ନମ୍ବର
9438108270/06841-222336
ଇମେଲ୍
[email protected]
ଠିକଣା
ସ୍ଥାନ/ଡାକ-ବୌଦ୍ଧ, ଜିଲ୍ଲା-ବୌଦ୍ଧ, ପିନ୍-୭୬୨୦୧୪
ୱେବସାଇଟ
--

ପାଠ୍ୟକ୍ରମ ବିବରଣୀ

ପାଠ୍ୟକ୍ରମ ନାମ ପାଠ୍ୟକ୍ରମ ଅବଧି ସ୍ଥାନ ସଂଖ୍ୟା ଯୋଗ୍ୟତା
ପୋଷାକ ତିଆରି କରିବା 12 ମାସରେ 2520 ଘଣ୍ଟା 21 ମାଟ୍ରିକ
ବିଦ୍ୟୁତ ଯନ୍ତ୍ରୀ 24 ମାସରେ 5040 ଘଣ୍ଟା 63 ମାଟ୍ରିକ
ଇଲେକ୍ଟ୍ରୋନିକ ମେକାନିକ 24 ମାସରେ 5040 ଘଣ୍ଟା 26 ମାଟ୍ରିକ
ଫିଟର 24 ମାସରେ 5040 ଘଣ୍ଟା 84 ମାଟ୍ରିକ
ସିଲେଇ ପ୍ରଯୁକ୍ତି ବିଦ୍ୟା 12 ମାସରେ 2520 ଘଣ୍ଟା 21 ମାଟ୍ରିକ
କପଡା ଓଦା କରିବାର ଜ୍ଞାନକୌଶଳ 24 ମାସରେ 5040 ଘଣ୍ଟା 21 ମାଟ୍ରିକ
ଝଳେଇ ମିସ୍ତ୍ରୀ 12 ମାସରେ 2520 ଘଣ୍ଟା 21 ଅଣ ମାଟ୍ରିକ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।